ବଜେଟ୍‌ ଅଧିବେଶନ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଜାନୁଆରି ୩୦ରେ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆସନ୍ତା ଜାନୁଆରି ୩୦ରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବଜେଟ୍‌ ଅଧିବେଶନର ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ପକ୍ଷଙ୍କ ଠାରୁ ସମର୍ଥନ ଲୋଡିବା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଜାନୁଆରି ୩୧ରେ ଏକ ସର୍ବଦଳୀୟ ଭର୍ଚୁଆଲ୍‌ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀ … Continue reading ବଜେଟ୍‌ ଅଧିବେଶନ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଜାନୁଆରି ୩୦ରେ ଡାକିଲେ ସର୍ବଦଳୀୟ ବୈଠକ